ଆଜି ସନ୍ଧ୍ୟାରୁ ମଦୁଆ ଚାଳକଙ୍କୁ ତ୍ରାହି ନାହିଁ, ଜୋରଦାର ହେବ ଚେକିଂ

ଭୁବନେଶ୍ୱର: ମଦୁଆ ଗାଡି ଚାଳକଙ୍କୁ ନିସ୍ତାର ନାହିଁ । ଏଣିକି ମଦ୍ୟପାନ କରି ଗାଡି ଚଳାଇଲେ ଗିରଫ କରିବ ପୁଲିସ । ରାଜ୍ୟର ସମସ୍ତ ଟୋଲଗେଟରେ ମଦ୍ୟପ ଚାଳକଙ୍କ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି । ଏନେଇ ଏକ ସର୍କୁଲାର ଜାରି କରିଛି ଓଡ଼ିଶା ପୁଲିସ । ରାଜ୍ୟର ସମସ୍ତ ୧୪ଟି ଟୋଲଗେଟରେ ଆଜି ସନ୍ଧ୍ୟାରୁ ଚେକିଂ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡିଜି । ମଦୁଆ … Continue reading ଆଜି ସନ୍ଧ୍ୟାରୁ ମଦୁଆ ଚାଳକଙ୍କୁ ତ୍ରାହି ନାହିଁ, ଜୋରଦାର ହେବ ଚେକିଂ